Skip to main content

ରୀମା ଲାଗୁ ବିଷୟସୂଚୀ ପ୍ରାରମ୍ଭିକ ଜୀବନ ଅଭିନୟ ଜୀବନ ମୃତ୍ୟୁ ପୁରସ୍କାର ଏବଂ ସମ୍ମାନ ଅଭିନୀତ କଥାଚିତ୍ର ଦୂରଦର୍ଶନ ଆଧାର ଅଧିକ ତ‌ଥ୍ୟ ଦିଗବାରେଣି ମେନୁଇଂରାଜୀ ଲିଙ୍କ"Birthday celebrations make Reema Lagoo awkward""Reema Lagoo dead after cardiac arrest""ज्येष्ठ अभिनेत्री मंदाकिनी भडभडे यांचे निधन""Hello Direction!""Reema Lagoo's Daughter, Mrunmayee Turns Theatre Director"Nana to open personal life in Marathi"'बॉलीवुड की मां' रीमा लागू नहीं रहीं, ओशिवारा में दी जाएगी अंतिम विदाई""Veteran actress Reema Lagoo passes away"ରୀମା ଲାଗୁ

୧୯୫୮ ଜନ୍ମ୨୦୧୭ ମୃତ୍ୟୁହିନ୍ଦୀ କଥାଚିତ୍ର ଅଭିନେତ୍ରୀ


କୁଛ୍ କୁଛ୍ ହୋତା ହୈଅମିର ଖାଁଙ୍କଜୁହି ଚାୱଲାଙ୍କସଲମାନ ଖାଁଙ୍କଅକ୍ଷୟ କୁମାରଙ୍କସଞ୍ଜୟ ଦତ୍ତଙ୍କର










(function()var node=document.getElementById("mw-dismissablenotice-anonplace");if(node)node.outerHTML="u003Cdiv class="mw-dismissable-notice"u003Eu003Cdiv class="mw-dismissable-notice-close"u003E[u003Ca tabindex="0" role="button"u003Eଖାରଜu003C/au003E]u003C/divu003Eu003Cdiv class="mw-dismissable-notice-body"u003Eu003Cdiv id="localNotice" lang="or" dir="ltr"u003Eu003Cpu003Eu003Cbr /u003Enu003C/pu003Enu003Ccenteru003Enu003Cpu003Eu003Ca href="/wiki/%E0%AC%B8%E0%AC%B9%E0%AC%AF%E0%AD%8B%E0%AC%97:%E0%AC%93%E0%AC%A1%E0%AC%BC%E0%AC%BF%E0%AC%86%E0%AC%B0%E0%AD%87_%E0%AC%9F%E0%AC%BE%E0%AC%87%E0%AC%AA_%E0%AC%95%E0%AC%BF%E0%AC%AA%E0%AC%B0%E0%AC%BF_%E0%AC%95%E0%AC%B0%E0%AC%BF%E0%AC%AC%E0%AD%87" title="ସହଯୋଗ:ଓଡ଼ିଆରେ ଟାଇପ କିପରି କରିବେ"u003Eu003Cimg alt="Keyboard icon1.png" src="//upload.wikimedia.org/wikipedia/commons/thumb/5/59/Keyboard_icon1.png/60px-Keyboard_icon1.png" decoding="async" width="60" height="36" srcset="//upload.wikimedia.org/wikipedia/commons/thumb/5/59/Keyboard_icon1.png/90px-Keyboard_icon1.png 1.5x, //upload.wikimedia.org/wikipedia/commons/thumb/5/59/Keyboard_icon1.png/120px-Keyboard_icon1.png 2x" data-file-width="346" data-file-height="207" /u003Eu003C/au003Eu0026#160;u0026#160; u003Ca href="/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86:%E0%AC%9A%E0%AC%BE%E0%AC%9F%E0%AC%B8%E0%AC%AD%E0%AC%BE" title="ଉଇକିପିଡ଼ିଆ:ଚାଟସଭା"u003Eu003Cimg alt="Odia Wikipedia sitenotice.png" src="//upload.wikimedia.org/wikipedia/commons/thumb/7/7a/Odia_Wikipedia_sitenotice.png/500px-Odia_Wikipedia_sitenotice.png" decoding="async" width="500" height="46" srcset="//upload.wikimedia.org/wikipedia/commons/thumb/7/7a/Odia_Wikipedia_sitenotice.png/750px-Odia_Wikipedia_sitenotice.png 1.5x, //upload.wikimedia.org/wikipedia/commons/thumb/7/7a/Odia_Wikipedia_sitenotice.png/1000px-Odia_Wikipedia_sitenotice.png 2x" data-file-width="2140" data-file-height="198" /u003Eu003C/au003Enu003C/pu003Enu003C/centeru003Eu003C/divu003Eu003C/divu003Eu003C/divu003E";());




ରୀମା ଲାଗୁ




ଉଇକିପିଡ଼ିଆ ରୁ






Jump to navigation
Jump to search













ରୀମା ଲାଗୁ
Reema Lagoo.jpg
ଜନ୍ମ ଓ ଜନ୍ମସ୍ଥାନ
ଗୁରିନ୍ଦର ଭଦଭଦେ


୨୧ ଜୁନ ୧୯୫୮(1958-06-21)

ବମ୍ବେ, ଭାରତ

ମୃତ୍ୟୁ୧୮ ମଇ ୨୦୧୭ (୫୮ ବର୍ଷ)

ମୁମ୍ବାଇ, ଭାରତ

ଜାତୀୟତାଭାରତୀୟ
ଜୀବିକାଅଭିନେତ୍ରୀ, ମଡେଲ
କାର୍ଯ୍ୟକାଳ୧୯୫୮–୨୦୧୭

ରୀମା ଲାଗୁ (୨୧ ଜୁନ ୧୯୫୮[୧]- ୧୮ ମଇ ୨୦୧୭[୨]) ଜଣେ ଭାରତୀୟ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ ଥିଲେ । ସେ ମୁଖ୍ୟତଃ ହିନ୍ଦୀ ଏବଂ ମରାଠୀ କଥାଚିତ୍ରମାନଙ୍କରେ ମାଆ ଭୂମିକାରେ ଅନେକ ଅଭିନୟ କରିଥିଲେ । ଦୀର୍ଘ ଚାରି ଦିଶନ୍ଧି ଧରି ସେ ପ୍ରାୟତଃ ମରାଠୀ ମଞ୍ଚ ଅଭିନୟରେ ସକ୍ରୀୟ ଥିଲେ । ମରାଠୀ ଧାରାବାହିକ ତୁଜା ମଜା ଜାମେନରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ମୈନେ ପ୍ୟାର କିୟ, ଆଶିକ୍, ସାଜନ୍, ହମ୍ ଆପ୍‌କେ ହୈ କୌନ୍, ବାସ୍ତବ, କୁଛ୍ କୁଛ୍ ହୋତା ହୈ, ହମ୍ ଆପ୍‌କେ ହୈ କୌନ୍ ଭଳି ଅନେକ ସଫଳ ହିନ୍ଦୀ କଥାଚିତ୍ରରେ ସେ ମାଆ ଭୂମିକାରେ ଅଭିନୟ କରିଥିଲେ । ଦୂରଦର୍ଶନରେ ମଧ୍ୟ ସେ ଅନେକ ଅଭିନୟ କରିଛନ୍ତି ।




ବିଷୟସୂଚୀ





  • ପ୍ରାରମ୍ଭିକ ଜୀବନ


  • ଅଭିନୟ ଜୀବନ


  • ମୃତ୍ୟୁ


  • ପୁରସ୍କାର ଏବଂ ସମ୍ମାନ


  • ଅଭିନୀତ କଥାଚିତ୍ର


  • ଦୂରଦର୍ଶନ


  • ଆଧାର


  • ଅଧିକ ତ‌ଥ୍ୟ




ପ୍ରାରମ୍ଭିକ ଜୀବନ


ରୀମା ଲାଗୁ ୧୯୫୮ ମସିହାରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନେ ତାଙ୍କ ନାଁ ଥିଲା ଗୁନିନ୍ଦର ଭଦଭଦେ ।[୩] ତାଙ୍କ ମାଆ ମନ୍ଦାକିନୀ ଭଦଭଦେ ଜନେ ମରାଠୀ ମଞ୍ଚ ଅଭିନେତ୍ରୀ । ତାଙ୍କ ମାଆଙ୍କର ଶ୍ରେଷ୍ଠ ଅଭିନୀତ ନାଟକ ଲେକର୍ ଉଡାନ୍ଦ ଜାହାଲୀ ।[୪] ରୀମା ପୁଣେର ଏକ ବିଦ୍ୟାଳୟରେ ପଢ଼ୁଥିବାବେଳେ ନାଟକ ପ୍ରତି ଆକର୍ଷିତ ହୋଇଥିଲେ । ପରେ ସେ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ମରାଠୀ ମଞ୍ଚ ନାଟକରେ ଅଭିନୟ କରିଥିଲେ ।



ଅଭିନୟ ଜୀବନ


୧୯୭୦ ଦଶକର ଶେଷ ଏବଂ ୮୦ଦଶକର ପ୍ରାରମ୍ଭରେ ସେ ହିନ୍ଦୀ ଏବଂ ମରାଠୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଜଣେ ମରାଠୀ ଅଭିନେତା ବିବେକ ଲାଗୁଙ୍କୁ ବିବାହ କରିବା ପରେ ତାଙ୍କ ନାମ ରୀମା ଲାଗୁକୁ ପରିବର୍ତ୍ତୀତ ହୋଇଥିଲା । ମାତ୍ର ବିବାହର କିଛି ବର୍ଷ ପରେ ଉଭୟ ଦମ୍ପତି ଅଲଗା ହୋଇଯାଇଥିଲେ । ତାଙ୍କର ଗୋଟିଏ ଝିଅ ଅଛି ମୃନ୍ମୟୀ, ଯିଏକି ମଞ୍ଚ ଏବଂ ଚଳଚ୍ଚିତ୍ରରେ ଅଭିନୟ କରିବା ସ‌ହ ଟିଏଟରର ନିର୍ଦ୍ଦେଶିକା ଭାବରେ କାମ କରୁଛନ୍ତି ।[୫][୬]


ରୀମା ଅନେକ ସଫଳ ହନ୍ଦୀ କଥାଚିତ୍ରରେ ସ‌ହକାରୀ ଅଭିନେତ୍ରୀ ଭାବରେ ଅଭିନୟ କରିଛନ୍ତି । ଦୂରଦର୍ଶନ ଧାରାବାହିକରୁ ଆରମ୍ଭ କରି ସେ ୧୯୮୮ରେ ଅମିର ଖାଁଙ୍କ ପ୍ରଥମ ଚଳଚ୍ଚିତ୍ର କୋୟାମତ୍ ସେ କୋୟାମତ୍ ତକ୍‌ରେ ଜୁହି ଚାୱଲାଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ । ପରେ ପରେ ସେ ୧୯୮୯ରେ ମୈନେ ପ୍ୟାର କିୟା, ୧୯୯୧ରେ ସାଜନ୍ ଆଦି ଚଳଚ୍ଚିତ୍ରରେ ସଲମାନ ଖାଁଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ । ୧୯୯୩ରେ ଗୁମଃରାରେ ଶ୍ରୀଦେବୀଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ । ୧୯୯୪ରେ ଜୟ ଜିଷନ ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କ ମାଆ ଭାବରେ ଅଭିନୟ କରିଥିଲେ ।


ସଫଳତମ ହିନ୍ଦୀ କଥାଚିତ୍ର ହମ୍ ଆପ୍‌କେ ହୈ କୌନ୍, ୟେଃ ଦିଲାଗି, ଦିଲ୍‌ୱାଲେ, ଯୁଡ଼ୁୱା, ପଥର୍ କେ ଫୁଲ୍, କୁଛ୍ କୁଛ୍ ହୋତା ହୈ, କଲ୍ ହୋ ନା ହୋ, ହମ୍ ସାଥ୍ ସାଥ୍ ହୈ ଆଦିରେ ସେ ମାଆ ଭୂମିକାରେ ଅଭିନୟ କରିଥିଲେ । ପ୍ରାରମ୍ଭରୁ ସେ ଜଣେ ନର୍ତ୍ତକୀ ଭାବରେ ମଧ୍ୟ କଥାଚିତ୍ରରେ ଅଭିନୟ କରିଥିଲେ । ୧୯୮୦ରେ ସେ ଆକ୍ରୋଷ ଚଳଚ୍ଚିତ୍ରରେ ଜଣେ ନର୍ତ୍ତକୀ ଭାବରେ ଅଭିନୟ କରିଥିଲେ । ପରେ ପରେ ମଧ୍ୟବୟସରେ ସେ ମାଆ ଭାବରେ ଅଭିନୟ ଆରମ୍ଭ କରିଥିଲେ । ୧୯୯୦ରେ ସେ ସୁପ୍ରିୟା ପିଲ୍ଗାଓନ‌କର୍‌ଙ୍କ ସ‌ହ ତୁ ତୁ ମେଁ ମେଁ ଧାରାବାହିକ, ଶ୍ରୀମାନ ଶ୍ରୀମତୀ ଆଦିରେ ଅଭିନୟ କରିଥିଲେ । ୧୯୯୯ରେ ବାସ୍ତବ ଚଳଚ୍ଚିତ୍ରରେ ସେ ଅଭିନେତା ସଞ୍ଜୟ ଦତ୍ତଙ୍କର ମାଆ ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ନିଜ ହାତରେ ତାଙ୍କର ପୁଅକୁ ହତ୍ୟା କରିଥିଲେ । ୧୯୯୭ରେ ସେ ପଙ୍କଜ କପୁର ଏବଂ ରଘୁବୀର ଯାଦବଙ୍କ ସ‌ହ ରୁଇ କା ଭୋଜ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏକ ମରାଠୀ କାର୍ଯ୍ୟକ୍ରମ ମାଞ୍ଚା ମୁଜୁରରେ ରୀମା ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମରାଠୀ ଲୋକମାଙ୍କୁ ସମ୍ମାନ ଦିଆଯାଇଥାଏ ।[୭] ଏହି କାର୍ଯ୍ୟକ୍ରମଟି ଆମେରିକାର ରେଡ଼ିଓ ଏବଂ ଟିଭି କାର୍ଯ୍ୟକ୍ରମ ଦିସ୍ ଇଜ୍ ଇୟୋର ଲାଇଫ୍ ଭଳି ହୋଇଥିଲା ।


ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅନେକ ଅଭିନୟ କରିଥିଲେ । ୨୦୧୬ ମସିହାରେ ଆରମ୍ଭ ହୋଇଥିବା ଧାରାବାହିକ ନାମକରଣରେ ସେ ଅଭିନୟ କରୁଥିଲେ ।



ମୃତ୍ୟୁ


୧୭ ମଇ ୨୦୧୭ ସନ୍ଧ୍ୟାରେ ରୀମାଙ୍କ ଛାତିରେ ହଠାତ୍ ଯନ୍ତ୍ରଣା ଅନୁଭବ ହେବା ପରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ଧିରୁଭାଇ ଅମ୍ବାନୀ ହସ୍ପାତାଳରେ ଭର୍ତ୍ତୀ କରାଯାଇଥିଲା । ୧୮ ମଇ ୨୦୧୭ ରାତି ୩ଟା ୧୫ ମିନିଟ୍ ସମୟରେ ସେ ୫୯ବର୍ଷ ବୟସରେ ହୃଦଘାତ କାରଣରୁ ମୃତ୍ୟୁବରଣ କରିଥିଲେ ।[୩][୮][୯]



ପୁରସ୍କାର ଏବଂ ସମ୍ମାନ


  • ୧୯୯୦: ଫିଲ୍ମ‌ଫେୟାର ଶ୍ରେଷ୍ଠ ସ‌ହକାରୀ ଅଭିନେତ୍ରୀ (ମୈନେ ପ୍ୟାର କିୟା)

  • ୧୯୯୧: ଫିଲ୍ମ‌ଫେୟାର ଶ୍ରେଷ୍ଠ ସ‌ହକାରୀ ଅଭିନେତ୍ରୀ (ଆଶିକ୍)

  • ୧୯୯୫: ଫିଲ୍ମ‌ଫେୟାର ଶ୍ରେଷ୍ଠ ସ‌ହକାରୀ ଅଭିନେତ୍ରୀ (ହମ୍ ଆପ୍‌କେ ହୈ କୌନ୍)

  • ୨୦୦୦: ଫିଲ୍ମ‌ଫେୟାର ଶ୍ରେଷ୍ଠ ସ‌ହକାରୀ ଅଭିନେତ୍ରୀ (ବାସ୍ତବ)


ଅଭିନୀତ କଥାଚିତ୍ର



  • ୧୯୮୦: କଳିଯୁଗ

  • ୧୯୮୦: ଆକ୍ରୋଷ

  • ୧୯୮୫: ନଷୂର୍

  • ୧୯୮୮: ହମାରା ଖଣ୍ଡନ

  • ୧୯୮୮: କୋୟାମତ୍‌ ସେ କୋୟାମତ୍ ତକ୍

  • ୧୯୮୮: ରିହାଇ

  • ୧୯୮୯: ମୈନେ ପ୍ୟାର କିୟା

  • ୧୯୯୦: ପୋଲିସ୍ ପବ୍ଲିକ୍

  • ୧୯୯୦: ଆଶିକ୍

  • ୧୯୯୦: ପ୍ରତିବନ୍ଧ

  • ୧୯୯୧: ପ୍ୟାର ଭରା ଦିଲ୍

  • ୧୯୯୧: ପଥର୍ କେ ଫୁଲ୍

  • ୧୯୯୧: ଫାଷ୍ଟ ଲଭ୍ ଲେଟର୍

  • ୧୯୯୧: ହେନା

  • ୧୯୯୧: ସାଜନ୍

  • ୧୯୯୨: ସପ୍ନେ ସାଜନ୍ କେ

  • ୧୯୯୨: ପ୍ରେମ୍ ଦିୱାନେ

  • ୧୯୯୨: ଜିୱାଲାଗା

  • ୧୯୯୨: ଜୀନା ମର୍‌ନା ତେରେ ସଙ୍ଗ୍

  • ୧୯୯୨: ସୋଲା ଔର୍ ସାବନମ୍

  • ୧୯୯୨: କ୍ୱାଇଦ୍ ମୈ ହେ ବୁଲ୍‌ବୁଲ୍

  • ୧୯୯୨: ଦୋ ହସ୍ନୋଁ କା ଯୋଡ଼ା

  • ୧୯୯୨: ନିଶ୍ଚୟ

  • ୧୯୯୨: ଶୁଭମଙ୍ଗଳ ସାବଧାନ

  • ୧୯୯୩: ଶ୍ରୀମାନ ଆଶିକ୍

  • ୧୯୯୩: ସଂଗ୍ରାମ

  • ୧୯୯୩: ମହାକାଳ

  • ୧୯୯୩: ଆଜ୍ କେ ଔରତ୍

  • ୧୯୯୩: ଗୁମଃରା

  • ୧୯୯୩: ଦିଲ୍ ହୈ ବେତାବ୍

  • ୧୯୯୩: ପ୍ୟାର କା ତାରନା

  • ୧୯୯୪: ଦିଲ୍‌ୱାଲେ

  • ୧୯୯୪: ପଥ୍ରୀଲା ରାସ୍ତା

  • ୧୯୯୪: ହମ୍ ଆପ୍‌କେ ହୈ କୌନ୍

  • ୧୯୯୫: ରଙ୍ଗିଲା

  • ୧୯୯୬: ଅପ୍‌ନେ ଦମ୍ ପର୍

  • ୧୯୯୬: ବିଜେତା

  • ୧୯୯୬: ପାପା କୈହେତେ ହେଁ

  • ୧୯୯୬: ପ୍ରେମ ଗ୍ରନ୍ଥ

  • ୧୯୯୬: ମାହିର୍

  • ୧୯୯୬: ଦିଲ୍ ତେରା ଦିୱାନା

  • ୧୯୯୭: ଉଫ୍!!! ୟେ ହୈ ମୋହବତେ

  • ୧୯୯୭: ରୁଇ କା ବୋଝ୍

  • ୧୯୯୭: ଜୁଡ଼ୁୱା

  • ୧୯୯୭: ୟେସ୍ ବସ୍

  • ୧୯୯୭: ବେତାବୀ

  • ୧୯୯୭: ଦିୱାନା ମସ୍ତାନା

  • ୧୯୯୮: ତିର୍ଚି ଟୋପିବାଲେ

  • ୧୯୯୮: ପ୍ୟାର୍ ତୋ ହୋନା ହି ଥା

  • ୧୯୯୮: ମେରେ ଦୋ ଅନ୍ମୋଲ ରତନ୍

  • ୧୯୯୮: ଦିୱାନା ହୁଁ ପାଗଲ୍ ନେହିଁ

  • ୧୯୯୮: ଆଣ୍ଟି ନଂ ୧

  • ୧୯୯୮: କୁଛ୍ କୁଛ୍ ହୋତା ହୈ

  • ୧୯୯୮: ଝୁଟ୍ ବୋଲେ କୱା କାଟେ

  • ୧୯୯୯: ହମ୍ ସାଥ୍ ସାଥ୍ ହୈ

  • ୧୯୯୯: ବିନ୍ଦାସ୍ତ

  • ୧୯୯୯: ଅର୍ଜୋ

  • ୧୯୯୯: ବାସ୍ତବ

  • ୧୯୯୯: ଦିଲାଗୀ

  • ୨୦୦୦: କ୍ୟା କେହେନା

  • ୨୦୦୦: ନିଦାନ୍

  • ୨୦୦୦: ଦିୱାନେ

  • ୨୦୦୦: ଜିସ୍ ଦେଶ୍ ମେଁ ଗଙ୍ଗା ରେହେତା ହେଁ

  • ୨୦୦୦: କ‌ହିଁ ପ୍ୟାର ନା ହୋ ଯାଏ

  • ୨୦୦୧: ହମ୍ ଦିୱାନେ ପ୍ୟାର୍ କେ

  • ୨୦୦୧: ସେନ୍‌ସର୍

  • ୨୦୦୧: ଇଣ୍ଡିଆନ୍

  • ୨୦୦୧: ତେରା ମେରା ସାଥ୍ ରେହେନା

  • ୨୦୦୨: ହତିଆର୍

  • ୨୦୦୩: କବ୍‌ତ୍ୟା ମହାକାଲ୍

  • ୨୦୦୩: ପ୍ରାଣ୍ ଯାଏ ପର ଶାନ୍ ନ ଯାଏ

  • ୨୦୦୩: ମେଁ ପ୍ରେମ୍‌କି ଦିୱାନୀ ହୁଁ

  • ୨୦୦୩: ଚୁପ୍‌କେ ସେ

  • ୨୦୦୩: କଲ୍‌ ହୋ ନା ହୋ

  • ୨୦୦୪: ହତ୍ୟା

  • ୨୦୦୫: କୋଇ ମେରେ ଦିଲ୍‌ ମେଁ ହୈ

  • ୨୦୦୫: ହମ୍ ତୁମ୍ ଔର୍ ମମ୍

  • ୨୦୦୫: ଶାଦି କର୍‌କେ ଫସ୍ ଗେୟା ୟାର୍

  • ୨୦୦୫: ସ୍ୟାଣ୍ଡଉଇଚ୍

  • ୨୦୦୫: ଡିଭର୍ସ

  • ୨୦୦୬: ଆଇ ଶପଥ୍

  • ୨୦୦୮: ସୁପରଷ୍ଟାର

  • ୨୦୦୮: ମେହବୁବା

  • ୨୦୦୮: କିଡ୍‌ନାପ୍

  • ୨୦୦୯: ଆମ୍‌ରସ୍

  • ୨୦୧୦: ମିତ୍ତଲ୍ ଭର୍ସେସ୍ ମିତ୍ତଲ୍

  • ୨୦୧୧: ମୁମ୍ବାଇ କଟିଙ୍ଗ୍

  • ୨୦୧୩: ୪୯୮ଏ- ଦ ୱେଡିଙ୍ଗ୍ ଗିଫ୍ଟ

  • ୨୦୧୫: ମେଁ ହୁଁ ରଜନୀକାନ୍ତ

  • ୨୦୧୫: କତ୍ୟାର୍ କଲ୍‌ଜାଟ୍ ଘୁଷାଲି



ଦୂରଦର୍ଶନ


  • ୧୯୮୫: ଖଣ୍ଡନ

  • ୧୯୯୪: ଶ୍ରୀମାନ ଶ୍ରୀମତୀ

  • ୧୯୯୪-୨୦୦୦: ତୁ ତୁ ମେଁ ମେଁ

  • ୧୯୯୭: ଦୋ ଔର୍ ଦୋ ପଞ୍ଚ୍

  • ୨୦୦୨-୨୦୦୩: ଧଡ଼କନ୍

  • ୨୦୦୬: କଡ଼୍‌ବି, ଖଟି, ମିଠି

  • ୨୦୦୯: ଦୋ ହନ୍ସୋକା ଯୋଡ଼ା

  • ୨୦୧୩: ତୁଜା ମଜା ଜମେନା

  • ୨୦୧୬-୧୭: ନାମକରଣ


ଆଧାର




  1. Chaturvedi, Vinita. "Birthday celebrations make Reema Lagoo awkward". The Times of India. Retrieved 18 May 2017..mw-parser-output cite.citationfont-style:inherit.mw-parser-output .citation qquotes:"""""""'""'".mw-parser-output .citation .cs1-lock-free abackground:url("//upload.wikimedia.org/wikipedia/commons/thumb/6/65/Lock-green.svg/9px-Lock-green.svg.png")no-repeat;background-position:right .1em center.mw-parser-output .citation .cs1-lock-limited a,.mw-parser-output .citation .cs1-lock-registration abackground:url("//upload.wikimedia.org/wikipedia/commons/thumb/d/d6/Lock-gray-alt-2.svg/9px-Lock-gray-alt-2.svg.png")no-repeat;background-position:right .1em center.mw-parser-output .citation .cs1-lock-subscription abackground:url("//upload.wikimedia.org/wikipedia/commons/thumb/a/aa/Lock-red-alt-2.svg/9px-Lock-red-alt-2.svg.png")no-repeat;background-position:right .1em center.mw-parser-output .cs1-subscription,.mw-parser-output .cs1-registrationcolor:#555.mw-parser-output .cs1-subscription span,.mw-parser-output .cs1-registration spanborder-bottom:1px dotted;cursor:help.mw-parser-output .cs1-ws-icon abackground:url("//upload.wikimedia.org/wikipedia/commons/thumb/4/4c/Wikisource-logo.svg/12px-Wikisource-logo.svg.png")no-repeat;background-position:right .1em center.mw-parser-output code.cs1-codecolor:inherit;background:inherit;border:inherit;padding:inherit.mw-parser-output .cs1-hidden-errordisplay:none;font-size:100%.mw-parser-output .cs1-visible-errorfont-size:100%.mw-parser-output .cs1-maintdisplay:none;color:#33aa33;margin-left:0.3em.mw-parser-output .cs1-subscription,.mw-parser-output .cs1-registration,.mw-parser-output .cs1-formatfont-size:95%.mw-parser-output .cs1-kern-left,.mw-parser-output .cs1-kern-wl-leftpadding-left:0.2em.mw-parser-output .cs1-kern-right,.mw-parser-output .cs1-kern-wl-rightpadding-right:0.2em


  2. http://www.loksatta.com/mumbai-news/veteran-actress-reema-lagoo-passes-away-1474985/


  3. ୩.୦୩.୧ "Reema Lagoo dead after cardiac arrest". The Indian Express. 18 May 2017. Retrieved 18 May 2017.


  4. "ज्येष्ठ अभिनेत्री मंदाकिनी भडभडे यांचे निधन". eSakal.com. 3 May 2011. Retrieved 18 May 2017. ज्येष्ठ अभिनेत्री रिमा लागू यांच्या त्या मातोश्री होत.


  5. "Hello Direction!". Retrieved 18 May 2017.


  6. "Reema Lagoo's Daughter, Mrunmayee Turns Theatre Director". Retrieved 18 May 2017.


  7. Nana to open personal life in Marathi


  8. "'बॉलीवुड की मां' रीमा लागू नहीं रहीं, ओशिवारा में दी जाएगी अंतिम विदाई". News 18 Hindi. 18 May 2017. Retrieved 18 May 2017.


  9. "Veteran actress Reema Lagoo passes away". Odisha Sun Times. 18 May 2017. Retrieved 18 May 2017. |first1= missing |last1= in Authors list (help)



ଅଧିକ ତ‌ଥ୍ୟ



  • ରୀମା ଲାଗୁ (ଇଣ୍ଟରନେଟ ମୁଭି ଡାଟାବେସରେ)



"https://or.wikipedia.org/w/index.php?title=ରୀମା_ଲାଗୁ&oldid=317302" ରୁ ଅଣାଯାଇଅଛି










ଦିଗବାରେଣି ମେନୁ




























(window.RLQ=window.RLQ||[]).push(function()mw.config.set("wgPageParseReport":"limitreport":"cputime":"0.324","walltime":"0.413","ppvisitednodes":"value":2126,"limit":1000000,"ppgeneratednodes":"value":0,"limit":1500000,"postexpandincludesize":"value":22719,"limit":2097152,"templateargumentsize":"value":3583,"limit":2097152,"expansiondepth":"value":19,"limit":40,"expensivefunctioncount":"value":1,"limit":500,"unstrip-depth":"value":1,"limit":20,"unstrip-size":"value":22992,"limit":5000000,"entityaccesscount":"value":1,"limit":400,"timingprofile":["100.00% 379.232 1 -total"," 42.76% 162.178 1 ଛାଞ୍ଚ:Infobox_person"," 33.30% 126.272 1 ଛାଞ୍ଚ:Reflist"," 28.15% 106.768 1 ଛାଞ୍ଚ:Infobox"," 24.88% 94.363 4 ଛାଞ୍ଚ:Cite_web"," 10.67% 40.466 1 ଛାଞ୍ଚ:IMDb_name"," 8.88% 33.672 5 ଛାଞ୍ଚ:Br_separated_entries"," 8.16% 30.929 1 ଛାଞ୍ଚ:PAGENAMEBASE"," 7.46% 28.295 4 ଛାଞ୍ଚ:Main_other"," 7.37% 27.968 1 ଛାଞ୍ଚ:Strloc_prefix"],"scribunto":"limitreport-timeusage":"value":"0.105","limit":"10.000","limitreport-memusage":"value":3164674,"limit":52428800,"cachereport":"origin":"mw1334","timestamp":"20190312035500","ttl":2592000,"transientcontent":false);mw.config.set("wgBackendResponseTime":111,"wgHostname":"mw1261"););

Popular posts from this blog

Sum ergo cogito? 1 nng

419 nièngy_Soadمي 19bal1.5o_g

Queiggey Chernihivv 9NnOo i Zw X QqKk LpB